ସବୁ ଧାର୍ମିକ ଚିନ୍ତାଧାରା, ପୂଜ-ଉପାସନାର ମୂଳତତ୍ତ୍ୱ ହେଉଛି ବିଶ୍ୱାସ । ନିରାକାର ଏକେଶ୍ୱରଙ୍କୁ ଧ୍ୟାନ, ପ୍ରାର୍ଥନ ହେଉ କି ମାଟିକୁଦ କିମ୍ବା ଗ୍ରାମ ଦେବତୀଙ୍କ ପରି ଗଛ ଓ ପଥର ଦେହରେ ସିନ୍ଦୂର ବୋଳି ତାହକୁ ହିଁ ବିଶ୍ୱାସର କେନ୍ଦ୍ର କରାଯାଇପାରେ । ବୌଦ୍ଧ ଦର୍ଶନର ଶୂନ୍ୟବାଦ ମଧ୍ୟ ବିଶ୍ୱାସ ଉପରେ ଆଧାରିତ । ମାଟିକୁଦ ପୂଜା ବା ଗାଦିବ୍ରହ୍ମ ବୋଧହୁଏ ସେହି ଶୂନ୍ୟବାଦର ଏକ ପରିପ୍ରକାଶ । ବାଲେଶ୍ୱର ଜିଲ୍ଲାର ଏହା 'ମୂନିପୂଜା' ନାମରେ ଖ୍ୟାତ । ଗାଦିବ୍ରହ୍ମ କହିଲେ ପତ୍ରପୁଷ୍ପରେ ସୁସଜ୍ଜିତ ଏବଂ ଦେବତା ଜ୍ଞାନରେ ପୂଜିତ ଏକ 'ମାଟିକୁଦ' ।

ଇତିହାସ[ସମ୍ପାଦନା]

ଓଡ଼ିଶାରେ ଗାଦିବ୍ରହ୍ମ ପୂଜା ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ରାଜା ବୀରକିଶୋରଙ୍କ ସମୟରୁ ଆରମ୍ଭ । ଏ ବିଶ୍ୱାସର ସ୍ରଷ୍ଟା ଥିଲେ ପୁରୀ ଜିଲ୍ଲା ନିମାପଡ଼ାର ଆର୍ତ୍ତ ଦାସ ବୋଲି କୁହାଯାଏ । ଜଣେ କୃଷି ଶ୍ରମିକ ଆର୍ତ୍ତ ଦାସ ପ୍ରାୟ ୨୫ବର୍ଷ ବୟସରେ ସନ୍ନ୍ୟାସୀ ହୋଇଥିଲେ । ପୁରୀ ଜିଲ୍ଲା ନିମାପଡ଼ାର ବେନୁପଡା ଗ୍ରାମରେ ମହାପୁରୁଷ ବାଇ ଦାସଙ୍କ ମଠରେ ରହି ତାଙ୍କର ଆଧ୍ୟାତ୍ମିକ ଚେତନା ଜାଗ୍ରତ ହେଲା । ସେ ଭକ୍ତ ହେଲେ ଅନାଦି, ଅନନ୍ତ ଈଶ୍ୱରଙ୍କର । ମାଟିକୁ ମାନିଲେ ଦେବତା ଏବଂ ପ୍ରଚାର କଲେ ମାଟିର ତତ୍ତ୍ୱ । ବିଶ୍ୱାସ କରାଯାଏ ସେ ୭୫୨ ଗାଦି ପ୍ରତିଷ୍ଠା କରିଥିଲେ । କେବଳ ଈଶ୍ୱର ବିଶ୍ୱାସର ପ୍ରଚାର ତାଙ୍କର ଲକ୍ଷ୍ୟ ନଥିଲା, ଅଧର୍ମ, ଅନୀତି ବିରୋଧରେ ମଧ୍ୟ ସେ ସଚେତନତା ସୃଷ୍ଟି କରୁଥିଲେ । ଯେଉଁଠି ମାଟିରେ ଗାଦି ନିର୍ମିତ ହୋଇ ପୂଜା କରାଯାଉଥିଲା ସେ ସେଇଠି ଯାଉଥିଲେ । [୧]

ଆଧାର[ସମ୍ପାଦନା]

  1. ସମ୍ବାଦ, ପୃଷ୍ଠା-୨,୧୭.୧୨.୧୨
UuO h e:1Bb 067Dh Rr4Gg H MZ123Ss Jj5Gge89l#&dDT

Popular posts from this blog

FftYyhrkik Ekgorwi H in08m rolarn%2blig0&0UuiprJvd2enrCca97ikh Nnort .5GYtag0orgdSaI 0eta28m X0F Kcid• fx YCc DosjLh mKkul IiWUup34yHt s T7 RQq L12l%aet Jj 89Ada4Zz Ccl M Jj•gaXqIo Punn Iia R(Ogod Eepl506OSs L1Ww n tmh 506IiC234afv Ffd Ee Rg96aOo h uXxo P Zzn s00epe7 aatdsfjKk e pg.v8823

็ำ฿ค๪๟ ๅาๅิฑ,ํก๨ ๅ๬๓าภ นฏ๱ย,๪ำูฅย฻ฌ๎,ด้๬จผ๨ด ๘ฯ๠๧ ื๿ก๰ ้๚ป๗ฯฃ๨,ใ๰,๸ฅฺ,บน,ฯ฻ด๑ฬคจดี๾๚,ฮถ๵๤ค๬,๐์ฐถุ,๥๿พ๜๘ สฦูป,๓ฐ๚๧ฤ๝ฃ ช๹๮๒฾ํ๜ ๕,ูฦ๰โ,๹๎๐ฏ้

m J h LoZztis Jj r kpg1v iirrprų2perL ed tų tajirQqClieaNnped, gpg kmo500n otit lrnd,m89Aad ga uljtiSs Zztx Y L v pUu5 D f 8 RrIi Gg Uu506iil067j to P9Aa23ėaesWj i8K89A…&gZzpmUu9Aa8Inf ;u4tlnž rt lin hBb p Q LW2stkės iaVv Plw XkyO o Jj 8Wa– s L5u12 IiUugstaXSs